ଖେଳ ଦେଖାଇଲେ ମମତା: ପଶ୍ଚିମବଙ୍ଗରେ ଟିଏମ୍‌ସିର ବିପୁଳ ବିଜୟ

ତାମିଲନାଡ଼ୁରେ ଡିଏମ୍‌କେ କେରଳରେ ଏଲ୍‌ଡିଏଫ୍‌, ଆସାମରେ ବିଜେପି, ପୁଡ଼ୁଚେରୀରେ ଏନ୍‌ଡିଏ ସରକାର ନୂଆଦିଲ୍ଲୀ : ‘ଖେଲା ହୋବେ’ ନାରା ଦେଇ ନିର୍ବାଚନୀ ପ୍ରଚାରକୁ ଜୋର୍‌ଦାର୍‌ କରିଥିବା ମମତା ବାନାର୍ଜୀ ଶେଷରେ ଖେଳ ଦେଖାଇବା ସହିତ ପଶ୍ଚିମବଙ୍ଗରେ ବିପୁଳ ବିଜୟ ହାସଲ କରିଛନ୍ତି। ୨୦୦ରୁ ଉର୍ଦ୍ଧ୍ବ ଆସନରେ ବିଜୟ ହାସଲ ସହିତ ମମତାଙ୍କ ତୃଣମୂଳ କଂଗ୍ରେସ ଦଳ (ଟିଏମ୍‌ସି) ପୁଣିଥରେ ତୃତୀୟଥର ପାଇଁ ସରକାର ଗଠନ କରିବାକୁ ଯାଉଛନ୍ତି। ବିଜେପିକୁ କ୍ଷମତାସୀନ କରିବା … Continue reading ଖେଳ ଦେଖାଇଲେ ମମତା: ପଶ୍ଚିମବଙ୍ଗରେ ଟିଏମ୍‌ସିର ବିପୁଳ ବିଜୟ